You are here

Back to top

Mati (Paperback)

Mati Cover Image
$15.00
Usually Ships in 1-5 Days
(This book cannot be returned.)

Description


ବାଇ ପୃଷ୍ଟି ହେଉ ଅବା ମାଳିଅପା, ହରିମାମୁ, ନନ୍ଦିଆ, ଶିରିଆ, ମଧୁଆ, ଭୋଳା, ଦେବୁ ଅବା ଗୋବିନ୍ଦ ଭାରିଯା; ଏଇମାନେ ତ ସବୁ ଆପଣଙ୍କର ଚିହ୍ନା ମଣିଷ, ଆଖପାଖର ଆପଣାର ଲୋକ ଯାହାର ସୁଖଦୁଃଖ, ହସକାନ୍ଦ ଆଉ ଜୀବନ ସଂଗ୍ରାମର ଦୃଷ୍ଟ ଅଦୃଷ୍ଟ ଧାରା ଆପଣଙ୍କ ଜୀବନକୁ ପରିପୁଷ୍ଟ କରିଛି ପାଠକେ "ମାଟି'ର ପରିବର୍ଦ୍ଧିତ ସଙ୍କଳନ କେବଳ ମାଟିର କଥା, ସେଇମାନଙ୍କ କଥା, ଆଉ ଆପଣଙ୍କର କେତୋଟି ନିଜକଥା, ଯାହାକୁ ନିଜ ଛାତିର ଦୁଆତରେ କଲମ ବୁଡ଼େଇ ଲେଖିବାର ପ୍ରୟାସ ମାତ୍ର କରିଛନ୍ତି ଲେଖକ ।


Product Details
ISBN: 9781645604891
ISBN-10: 1645604896
Publisher: Black Eagle Books
Publication Date: March 19th, 2024
Pages: 126
Language: Oriya

Welcome to Next Page!

   

 

Click below to read our Newsletter!

April Newsletter

Check out our Author Resource page at the link below

Author Resource Page

Our Pre-Orders are here! Check out what we have in store!

Pre-Order